ଜଗତସିଂହପୁର ଟାଉନ୍: ଜଗତସିଂହପୁର ସହର ସ୍ଥାନୀୟ ଦେଉଳି ଗ୍ରାମେଶ୍ଵରରେ ଦମ୍ପତି ଶିଶୁ ପୁତ୍ର ବିକ୍ରି କରିବା ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏକ ଦମ୍ପତି ୧୦ ହଜାର ଟଙ୍କାରେ ନିଜ ଶିଶୁ ପୁତ୍ରକୁ ବିକ୍ରି କରି ଦେଇଛନ୍ତି। ଖବର ପାଇବା ପରେ ଚାଇଲ୍ଡ ଲାଇନ୍ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଶିଶୁ ପୁତ୍ରର ସନ୍ଧାନ ମିଳିପାରି ନାହିଁ।
Share Now: